ଭୋଟରଙ୍କ ପାଇଁ ଫର୍ମ

ଫର୍ମ ପ୍ରକାରବର୍ଣ୍ଣନାଡାଉନଲୋଡ୍ କରନ୍ତୁ
ଫର୍ମ ୬ ଭୋଟର ତାଲିକାରେ ପ୍ରଥମ ଥର ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଦରଖାସ୍ତ Iଫର୍ମ ୬ ଡାଉନଲୋଡ୍ କରନ୍ତୁ |
ଫର୍ମ ୬କଚିଠା ପ୍ରକାଶନ ପରେ ଭୋଟର ତାଲିକାରେ ପ୍ରବାସୀ ମତଦାତାଙ୍କ ନାମ ଅନ୍ତର୍ଭୂକ୍ତ କରିବା ପାଇଁ ଆବେଦନ (ଯଦି ଆପଣଙ୍କ ନାମ ଚିଠା ଭୋଟର ତାଲିକାରେ ଅନ୍ତର୍ଭୂକ୍ତ ହୋଇନାହିଁ) |ଫର୍ମ ୬କ ଡାଉନଲୋଡ୍ କରନ୍ତୁ |
ଫର୍ମ ୭ ଚଳନ୍ତି ଭୋଟର ତାଲିକାରେ ନାମ ଅନ୍ତର୍ଭୂକ୍ତ କରାଯିବା ପ୍ରସ୍ତାବକୁ ଆପତ୍ତି / ନାମ କୁ ବାଦ ଦେବା ପାଇଁ ଭୋଟର ଦରଖାସ୍ତ ଫର୍ମ |ଫର୍ମ ୭ ଡାଉନଲୋଡ୍ କରନ୍ତୁ |
ଫର୍ମ ୮ ବାସସ୍ଥାନ ସ୍ଥାନାନ୍ତରଣ/ ଚଳନ୍ତି ଭୋଟର ତାଲିକା ଅନ୍ତର୍ଭୁକ୍ତ ତଥ୍ୟର ସଂଶୋଧନ/ଏପିକ୍ ପରିବର୍ତ୍ତନ/ଭୋଟର ତାଲିକାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଚିହ୍ନିତ କରିବା ନିମନ୍ତେ ଭୋଟର ଦରଖାସ୍ତ ଫର୍ମ |ଫର୍ମ ୮ ଡାଉନଲୋଡ୍ କରନ୍ତୁ |
ଫର୍ମ ୬ଖ ଭୋଟର ତାଲିକା ପ୍ରାମାଣିକରଣ ଉଦ୍ଦେଶ୍ୟରେ ଆଧାର ନମ୍ବରର ସୂଚନା ପତ୍ର |ଫର୍ମ ୬ଖ ଡାଉନଲୋଡ୍ କରନ୍ତୁ |
ଧ୍ୟାନ ଦିଅନ୍ତୁ:ଭୋଟର ତାଲିକା ସମ୍ବନ୍ଧୀୟ ହାଲ ସଂଶୋଧନ |ହାଲ ସଂଶୋଧନ ବିବରଣୀ ଦେଖନ୍ତୁ |