Image 000
Image 001
Image 0
Image 1
Image 2
Image 3
Image 4
Image 5
Image 7
Image 8
Image 9
Image 10
Image 12
Image 13
Image 14

ଶ୍ରୀ ନିକୁଞ୍ଜ ବିହାରୀ ଧଳ , ଭାପ୍ରସେ

ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଗଣତନ୍ତ୍ରର ମହାପର୍ବ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ରେ ଓଡ଼ିଶାବାସୀ ଅତି ଉତ୍ସାହ ଓ ଆନନ୍ଦର ସହ ସାମିଲ ହୋଇଥିଲେ। ସବୁ ବର୍ଗର ଭୋଟର ବିଶେଷତଃ ବରିଷ୍ଠ ନାଗରିକ, ଯୁବକ ଏବଂ ମହିଳା ଭୋଟର ବହୁ ମାତ୍ରାରେ ମତଦାନ କରିଥିଲେ । ଏହି ମହାନ ଗଣତାନ୍ତ୍ରିକ ପ୍ରକ୍ରିୟାର ଗୁରୁତ୍ୱକୁ ଉପଲବ୍ଧ କରି ନିରପେକ୍ଷତା ଓ ସାଧୁତାର ମୂଲ୍ୟବୋଧରେ ଅନୁପ୍ରାଣିତ ହୋଇ ପ୍ରାୟ ୭୫ ପ୍ରତିଶତ ଭୋଟର ମତଦାନ କରିଥିଲେ | ମୁଁ ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଭୋଟରଙ୍କୁ କୃତଜ୍ଞତା ତଥା ସାଧୁବାଦ ଜଣାଇବା ସହ ଲୋକସଭା ଏବଂ ଓଡ଼ିଶା ବିଧାନସଭାର ସମସ୍ତ ନବ ନିର୍ବାଚିତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି।